ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ପୁଲିସର ତନାଘନା ଆରମ୍ଭ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଛକରେ ଥିବା ଏକ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଚୋରମାନେ ବ୍ୟାଙ୍କରେ ପଶିଥିଲେ ସୁଦ୍ଧା କୌଣସି ସାମଗ୍ରୀ କି ଟଙ୍କା ଚୋରି କରିପାରି ନାହାନ୍ତି। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗଜପତିନଗର ଛକରେ ଥିବା ଏକ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଏସ୍‌ବିଆଇର ଖୋଡ଼ାସିଙ୍ଗି … Continue reading ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ପୁଲିସର ତନାଘନା ଆରମ୍ଭ